ରାଜ୍ୟର ଜଙ୍ଗଲ ଏବଂ ପରିବେଶ ବିଭାଗ ଅନେକ ବିଭାଗୀୟ ଅଂଗ ଏବଂ ସ୍ୱୟଂଶାସିତ ସଂସ୍ଥା ମାଧ୍ୟମରେ କାର୍ଯ୍ୟ କରେ। ବନବିଭାଗ ଅଧୀନରେ ଥିବା କ୍ଷେତ୍ରୀୟ ଅଂଗଗୁଡ଼ିକ ଜଙ୍ଗଲ, ବନ୍ୟଜନ୍ତୁ ଏବଂ କେନ୍ଦୁପତ୍ର ଉପବିଭାଗ ଅଧୀନରେ ପରିଚାଳିତ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଚିଲିକା ବିକାଶ ପ୍ରାଧିକରଣ ଏବଂ ଆଞ୍ଚଳିକ ଉଦ୍ଭିଦ ଉତ୍ସ କେନ୍ଦ୍ର ପରି ସଂଗଠନଗୁଡ଼ିକ ବିଭାଗର…